STORYMIRROR

Mr.GAGAN BIHARI NAYAK

Classics Fantasy Inspirational

4  

Mr.GAGAN BIHARI NAYAK

Classics Fantasy Inspirational

ପାପୀ ନାଶ ମାଁ'

ପାପୀ ନାଶ ମାଁ'

1 min
338


ପ୍ରକୃତିର ଅପରୂପା।

ତୁମେ ଅଯୋନି ସଂଭୂତା।

ତୁମେ ସତ୍ଯ ସନାତନୀ ମାତା ।

ଗିରି ରାଜକନ୍ଯା ଶୈଳସୁତା।0।


ତୋ ଆସିବା ଦେଖି ଶଶି

ଶୀତଳ ଯାଏ ପରଶି ।

ହସି ଉଠେ ବିଲ ବନ

ମନ ପ୍ରାଣେ ଭରେ ଖୁସି।

ମନ ଯାଏ ଝୁମି ଝୁମି

ଆନ ମନା ଏ ଯାମିନୀ 

ଦଶ ପ୍ରହରଣ ବେଶେ

ଦିଅ ସଂହାର ବାରତା(୧)


ଏ ପଙ୍କିଳ ସଂସାରଟା

କବଳିତ ପାପ ରାଶି ।

ରକ୍ଷକ ସାଜେ ଭକ୍ଷକ

ଅନିତୀ କରେ ପୂଜକ।

କେମିତି ସହେ ଧରଣୀ

ପାପ ଘେରରେ ଅବନୀ

ନରମୁଣ୍ଡ ମାଳ ବେଶେ

ପାପୀ ନାଶ ଦୁର୍ଗା ମାତା(୨)



Rate this content
Log in

Similar oriya poem from Classics