ନୁଆଁ ବଛର୍ ଆସି ଗଲାନ
ନୁଆଁ ବଛର୍ ଆସି ଗଲାନ
ବେଲ୍ ଗଲାନ ମନ୍ ଗଲାନ
ନୁଆଁ ବଛର୍ ଆସି ଗଲାନ
ଅନ୍ଧାର୍ ରାତି ତାରାର୍ ମେଲେ
ବାଦଲ୍ ବଲୁଛେ ଜନ୍ କେ
ଲୁକ୍ ଲୁକାନି ଆଉ ନାଇଁ ଖେଲନ
ପାହାଁତି ତାରା ଉଦି ଗଲାନ
ନୁଆଁ ବଛର୍ ଆସି ଗଲାନ ।
ବଗ୍ ବଗାନୁ ଫୁଟି ଗଲାନ କୁରେ ଫୁଲ୍ କେରା କେରା
ମହ ମହ ମହକି ଗଲାନ ମଲି ଫୁଲର୍ ବାସ୍ ନା
ବେଲ୍ ଗଲାନ ମନ୍ ଗଲାନ
ନୁଆଁ ବଛର୍ ଆସି ଗଲାନ ।
ପୁଷର୍ ଜାଡ୍ କେଡେ କାଏଡ୍
ବଢୁଛେ ଦିନ୍ କେ ଦିନ୍
ରାତିର୍ ଓଷ୍ ପଡିକରି
ଧର୍ ତି ରାନୀ ଧୋବ୍ ଫର୍ ଫର୍ ଦିଶିଗଲାନ
ମନ୍ ଗଲାନ ବେଲ୍ ଗଲାନ
ନୁଆଁ ବଛର୍ ଆସି ଗଲାନ ।
କୁଆଁରୀର୍ ମନ୍ ଟା ହେଲାନ ଛନ ଛନ
କବିତା ଲେଖିଛେ ଶୁନ -
ତମେ ମାେର୍ ଜୀବଜୀବନ୍, ତମେ ଗଲାର୍ ରତନ୍
ସରଗ୍ ସୁଖେ କଟୁ ଆମର୍ ଜୀବନ୍
ବେଲ୍ ଗଲାନ ମନ୍ ଗଲାନ
ନୁଆଁ ବଛର୍ ଆସି ଗଲାନ ।
ନୁଆଁ ଆଶା , ନୁଆଁ କଥା
ନୁଆଁ ମନ୍ ନୁଆଁ ଭାବ୍ ନା
ଆର୍ କେତେ ନୁଆଁ ନୁଆଁ ସପନ୍
ସବୁଯାକ ସାଉଁଟି କରି ସଜ୍ ବାଜ୍ ହେଲାନ
ମନ୍ ଗଲାନ ବେଲ୍ ଗଲାନ
ନୁଆଁ ବଛର୍ ଆସି ଗଲାନ ।
