STORYMIRROR

Ramani Kanta Sahu

Children Stories

4  

Ramani Kanta Sahu

Children Stories

ଗୁଁଡିଖାଇ ଆଏଲାନ

ଗୁଁଡିଖାଇ ଆଏଲାନ

1 min
378



ବଉଲିଆ ପବନ୍ ଚାରିକୁତି ମହକିଗଲାନ
କୁଇଲିରାନୀ ଝାରେ ଗିତ୍ ଗାଏଲାନ
ଆମ୍, ଚାର୍ କଷି ଧଏଲାନ
ଗୁଁଡିଖାଇ ଆଏଲାନ, ଗୁଁଡିଖାଇ ଆଏଲାନ । 


ଲାଲ୍ ଜର୍ ଜର୍ ଫଲ୍ ସା ଫୁଲ୍
ଦେଖତ, ହସୁଁଛେ କେନ୍ ତା ମୁଲ୍ ମୁଲ୍
ଧର୍ ତି ମାଁ ର୍ କୁଲେ, ମହୁଲ୍ ଫୁଲ୍ ଯେତେ ଦସେଇହେଲାନ
ଗୁଁଡିଖାଇ ଆଏଲାନ, ଗୁଁଡିଖାଇ ଆଏଲାନ । 

ସାକର୍ ପଟି ଆଉ ଚନା ବଜାରେ ମିଲ୍ ଲାନ
ଫଗୁନ୍ ଜନ୍ ହ ର୍ ପର୍ ଛା କିରନ୍ ଥି
ଅନ୍ଧାର୍ ରାଏତ୍ ଉକିଆ ହେଲାନ
ଗୁଁଡିଖାଇ ଆଏଲାନ, ଗୁଁଡିଖାଇ ଆଏଲାନ। 

କଷି ଆମ୍ ଚାର୍ ସାଙ୍ଗେ ମହୁଲ୍ ଫୁଲ୍ ବାସ୍ ଲାନ
ସାକର୍ ପଟି, ଚନା ଆର୍ ଫଗୁ ସଜ୍ ବଜ୍ ହେଲାନ
ମାଁ କେ ଅର୍ ପନ୍ କରି, ଆଶୀର୍ବାଦ୍ ନେବାର୍ ସମିଆ ଆଏଲାନ
ଗୁଁଡିଖାଇ ଆଏଲାନ, ଗୁଁଡିଖାଇ ଆଏଲାନ । 

ଭାବର୍ ବନ୍ଧନ୍ ମଜ୍ ବୁତ୍ କର୍ ସି ଆମର୍ ତିହାର୍ ବାହାର୍
ଭାବ୍ ଦିଆନିଆ ର୍ ପରବ୍ ଆଏ ଗୁଡିଁଖାଇ ତିହାର୍
ଆସ ବାନ୍ଧି ହେମା ଇ ଭାବର୍ ବନ୍ଧନେ 
ଦେରି ଆଉ ନାଇ କରନ
ଗୁଁଡିଖାଇ ଆଏଲାନ, ଗୁଁଡିଖାଇ ଆଏଲାନ ।। 


Rate this content
Log in