STORYMIRROR

Ramani Kanta Sahu

Inspirational

4  

Ramani Kanta Sahu

Inspirational

ନୂଆଁ ବରଷ

ନୂଆଁ ବରଷ

1 min
244



ନୂଆଁ ବରଷ, ନୂଆଁ ବରଷ
ଆଣି ଦେଉ ଚିର ହରଷ
ବହିଯାଉ ଖୁସିର ମଳୟ ପବନ
ପୁଲକିତ ହେଉ ସବୁରି ମନ । 

ନୂଆଁ ଭାବନା, ନୂଆଁ ଚିନ୍ତନ
ଆଉ ନୂଆଁ ନୂଆଁ ସପନ
ଭରିଯାଉ ସବୁରି ମନେ । 

ଜୀବନର ଚଲାପଥ ହେଉ ଶୁଭଙ୍କର
ଜୀବନ ଯମୁନା ରେ ପ୍ରୀତିର ଝରଣ
ଜୀବନ ସାଗରେ ଖୁସିର ଜୁଆର
ସବୁରି ମନେ, ସବୁରି ପ୍ରାଣେ
ଆଣିଦେଉ ଚିର ହରଷ ।

ଚିର ସୁଧାଝର ସଭିଙ୍କ ହ୍ରୁଦୟେ
ଝରିଥାଉ ନିରନ୍ତର । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational