STORYMIRROR

Pramod kumar Biswal

Abstract

3  

Pramod kumar Biswal

Abstract

ନିରୀହ ପ୍ରେମ

ନିରୀହ ପ୍ରେମ

1 min
11.5K

ନିରିହ ପ୍ରେମ

ନିରିହ ଝରଣା ଟିଏ ଅବିରତ ଝରୁଥାଏ ନଦୀରେ ମିଶିବା ପାଇଁ,ହେଲେ ନିଷ୍ଠୁର ନଦୀ ଧାଉଁଥାଏ ସାଗର ସହ ମିଶିବା ପାଇଁ।

ଏ କେମିତି କା ପ୍ରେମ ଜଣେ ଜଣ କଂ ପାଇଁ ବ୍ୟାକୁଳ ହୋଇ ସର୍ବହରାହୁଏ,କିନ୍ତୁ ସେ ଆଉ କାହା ମଧୁ ଶଜ୍ୟାର ସାଥିହୁଏା

ସାସ୍ବତ ପ୍ରେମ ର ଠିକଣା ଏଠି ଅଜଣା,ପ୍ରତାରକ ମଣିଷ ସାମାନ୍ୟ ରୂପ ପାଇଁ ବାଟବଣା।

ଆଜି ନୁହେଁ କାଲି ପ୍ରେମ କୁ କିଏ ଚିହ୍ନେନା,ଏଠି ଶରୀର ସୌନ୍ଦଯ୍ୟ ପାଇଁ ସବୁ ପଥବଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract