Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Inspirational

3  

LALIT MOHAN DASH

Abstract Inspirational

ନିଜକୁ ପ୍ରଶ୍ନ

ନିଜକୁ ପ୍ରଶ୍ନ

1 min
137



ନିଜ କୁ ପ୍ରଶ୍ନ ପଚାରିବା 


ସତ୍ୟ ବାଟ କୁ ରଖି ଥିବା !!


ଥିବା ଟି ଧର୍ମ ପଥେ ରହି 


ପ୍ରଭୁଙ୍କ ଭକ୍ତି ନିତି ବୋହି!!


ଅହିଂସା ବାଟ ଧରି ଥିବା


ହତ୍ୟା ଜୀବଙ୍କ ନ କରିବା !!


ମିଥ୍ୟା ବଚନ ନ କହିବା


ଆଦର ଗୁରୁଙ୍କୁ କରିବା !!


ଭକ୍ତି କରିବା ପିତା ମାତା


ଆମର ଅଟନ୍ତି ଦେବତା !!


ସେବା କରିବା ନିରନ୍ତର


କରିବା ଆଦର ଅପାର !!


କଷ୍ଟ ନହେଉ କେଉଁ କାଳ


କରିବା ପୂରଣ ସକଳ !!


ପ୍ରଶ୍ନ ନିଜକୁ କରୁଥିବା 


ପ୍ରଶ୍ନ ଉତ୍ତର ଖୋଜୁ ଥିବା !!


କର୍ତ୍ତବ୍ୟପଥେ ରହିଥିବା


ରାଷ୍ଟ୍ରର ହୀତେ ପ୍ରାଣଦେବ !!


ଜନ ଜନଙ୍କୁ ସେବୁ ଥିବା


ସୁନ୍ଦର ଗୃହକୁ ଗଢ଼ିବା !!


ସଂସ୍କାର ସଂସ୍କୃତି ଆମର


କରିବା ଆଦର ତାହାର !!


ଥିବ ମୁଖରେ ମାତୃଭାଷା


କେବେ ନହେବା ଲୋକହସା !!


କରିବା ପ୍ରଶ୍ନ ନିରନ୍ତର


ପାଇବା ତାହାର ଉତ୍ତର !!




Rate this content
Log in

Similar oriya poem from Abstract