STORYMIRROR

Manjulata Das

Abstract

3  

Manjulata Das

Abstract

ଚିଠି

ଚିଠି

1 min
459

କେବେ ପ୍ରୀତିର ବାହକ 

କେବେ ଫୁଲର ମହକ

କେବେ ଫଗୁଣର ରଙ୍ଗ

କେବେ ମନର ବିହଙ୍ଗ।

ଚିଠି,

କଥା ଦିିଏ କଥା ନିଏ 

ଭାବନାରେ ବାନ୍ଧି ଦିଏ

ବୁକୁ ତଳ କୋହ ବଖାଣି।

ଅନେକ ଅକୁହା କାହାଣୀ

ଚିଠି

ଯୋଡେ ମନ ସହ ମନକୁ

ପ୍ରାଣ ସହ ପ୍ରାଣକୁ।

ଚିଠି

କେବେ ଆଣିଦିଏ ଶବ୍ଦ ବିରହର 

କେବେ ଶବ୍ଦ ପ୍ରତାରଣାର

କିନ୍ତୁ......

ଏମିିିତି ବିି ହୁଏ 

ଚିଠିରେ ଚିିିଠିରେ

ଜୀବନର ଦର୍ଶନ ବଦଳି ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manjulata Das

Similar oriya poem from Abstract