Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tukunu Gadnayak

Abstract

1.5  

Tukunu Gadnayak

Abstract

ମୋର ପ୍ରିୟ ଶିକ୍ଷକ

ମୋର ପ୍ରିୟ ଶିକ୍ଷକ

1 min
405


ମୋର ପ୍ରିୟ ଶିକ୍ଷକ ପ୍ରିୟବ୍ରତ ମହାପାତ୍ର

ପଢାନ୍ତି୍ ଆମକୁ ଗଣିତ ଏବଂ ବିିଜ୍ଞାନ ପାଠ

ଅବୁଝା ପାଠକୁୁ ବୁଝାଇ ଦିିଅନ୍ତି 

ନ ହୋଇ କେବେହେଲେ ରାଗ ।


ଅନ୍ୟ କାହାର କଷ୍ଟକୁ ଦେଖି 

ସହିପାାରେ ନାହିଁ ତାଙ୍କ ଦୁଇ ଆଖି

ନିଜ ପକ୍ଷରେ ଯେତିକି ସମ୍ଭବ 

ସାହାଯ୍ୟ କରନ୍ତି ଅନୁୁୁରାଗ ରଖି ।


ଉଦାହରଣ ଦେଇ ତାଙ୍କ ବାଲ୍ୟ ଗାଥା

କୁହନ୍ତି ଆମକୁ ସଫଳର କଥା

ବୁଝାନ୍ତି ମନଦେଇ ପଢ଼ି଼ିଲେ ପାଠ

ବିଜୟର ଟିକା କରିବ ବହନ ।


ସେହି ଗୁରୁୁଙ୍କର ପାଦେ ମୋର ନମସ୍କାର

ଭୁଲିପାରିବିନି ଜୀବନ ଥିବା ଯାଏଁ ମୋର ।


Rate this content
Log in

Similar oriya poem from Abstract