STORYMIRROR

Tukunu Gadnayak

Abstract

3  

Tukunu Gadnayak

Abstract

ଗୁରୁ

ଗୁରୁ

1 min
290

ମା ତ ଦିଏ ନବଜୀବନ

ବାପା ସୁରକ୍ଷାର ପ୍ରତିିିିିପାଳନ

କିନ୍ତୁ ପ୍ରକୃତ ମାନବତା ଥାଏ 

ଗୁରୁଙ୍କର ଏହିିଅମୂଲ୍ୟ ଦାନ ।।


ତୁମପାଇଁ ଦିନ ଗୁରୁ ଦିିବସ

ରହିଥାଉ ତୁମ ସ୍ନେହ ଆଶିଷ

ହୃଦୟରେ ହୁଏ ତୁମରି ପୂୂଜା ।।

  

ତୁମ ଚରଣର ଆଶିିର୍ବାଦ ପାଇ

ହୋଇଛନ୍ତି ପିଲେ ଆଇ,ଏସ୍ ,ଆଇ

ସୁଜି ପାରନ୍ତିିିନିିି ଆପଣଙ୍କ ଋଣ

ମନେ ରଖିଥାନ୍ତି ଚିରଦିିିନ ପାଇଁ ।।



Rate this content
Log in

Similar oriya poem from Abstract