STORYMIRROR

Tapan Dixit

Fantasy

2  

Tapan Dixit

Fantasy

ନୀଳ ତୃଷ୍ନା

ନୀଳ ତୃଷ୍ନା

1 min
2.7K


ଭାବନା ବୃନ୍ତରୁ ଶବ୍ଦ ତୋଳୁଥିବା 

ମୁଁ କବି ବିରହ ଦୁଃଖ 

ଅୟୁତ ହୃଦୟ ମନ୍ଦାକିନୀ ତୁମେ 

ପ୍ରଣୟ ବିଭୋର ସୁଖ 

ହେଲେ ତୁମେ ମୋର ମନ ମଉସୁମୀ 

କେଳି କଦମ୍ବର ବାସ୍ନା

ମନ ନିର୍ଜନ ବିଜନ ମରୁରେ 

ମିଳନର ନୀଳ ତୃଷ୍ନା .. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy