ତୁମେ ଆସ ଗୋ ମୌସୁମୀ ତୁମେ ଆସ ଗୋ ମୌସୁମୀ
ଝୁରୁଛି ଯମୁନା ଝୁରେ କଦମ୍ବ ଝୁରୁଛି ଯମୁନା ଝୁରେ କଦମ୍ବ
ଛନ୍ଦା ଚରଣରେ ବନ୍ଧା ମୋ ପରାଣ ଛନ୍ଦା ଚରଣରେ ବନ୍ଧା ମୋ ପରାଣ
ଅଦେଖା ତୃଷ୍ଣା ଅଦେଖା ତୃଷ୍ଣା
ମୂରଲୀ ଡାକୁଛି ରାଧା ରାଧା ମୂରଲୀ ଡାକୁଛି ରାଧା ରାଧା
ବିରହୀ ରାଧା ବିରହୀ ରାଧା