Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପବିତ୍ର ବେହେରା , ସମ୍ବଲପୁର

Classics Fantasy Others

3  

ପବିତ୍ର ବେହେରା , ସମ୍ବଲପୁର

Classics Fantasy Others

ନିବେଦିତା

ନିବେଦିତା

1 min
188


କୁସୁମ ହୃଦୟ ତୁମର

              ସଭିଙ୍କ ପାଇଁ ଆଦର,

ଗେହ୍ଲେଇ ରାଣୀ ତୁମେ ପୁଣି

              ରୁହ ବାପା, ମା ଙ୍କ ର ।


ପରିବାରେ ଥାଅ ସର୍ବଦା

                କାର୍ଯେ ତୁମ୍ଭେ ତତ୍ପର

ଗୁରୁଜନ ପ୍ରତି ସମ୍ମାନ

              ରହିଥାଏ ହୃଦୟର ।


ଭାଇ, ଭଉଣୀ ଙ୍କ ପ୍ରତି

ସ୍ନେହ ଶ୍ରଦ୍ଧା ଦିଅ ଅଜାଡ଼ି

ଅତୁଟ ସମ୍ପର୍କ ରହୁ

                    ଦୁଃଖକୁ ଦିଅ ତୁମ୍ଭେ ତଡି ।


ବନ୍ଧୁ ପାଇଁ ତୁମ୍ଭେ ସର୍ବ

               ସୁଖେ ଦୁଃଖେ ପାଶେ ଥାଅ

ଋଷିଗଲେ ଗେଲକରି

                ତୁମେ ଟିକେ ମନେଇ ନିଅ ।


ନୃତ୍ୟ ଗୀତ ରେ ଥାଏ ରୁଚି

               ତୁମେ ବିମୋହିତ କର

ସଭିଙ୍କୁ ଜିଣୁଛ ତୁମେ ଗୋ

             କେ ହେବ ସରି ତୁମର।


ଦୁଃଖୀ ରଙ୍କିଙ୍କ ପାଇଁ ତୁମ୍ଭେ

                ବଢାଅ ସାହାଯ୍ୟ ହାତ,

ଆନନ୍ଦେ ଜୀବନ ରଖନ୍ତୁ

                 ତୁମର ଜଗତ ନାଥ ।


ସଫଳତା କର ଅର୍ଜନ

                 ବାଧାବିଘ୍ନକୁ ଡରେଇ

ବିଜୟ ଧ୍ୱଜା ହସ୍ତେ

                  ଧରିଣ ଯାଅ ଆଗେଇ ।



Rate this content
Log in

Similar oriya poem from Classics