Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ନବ ରାତ୍ରୀ - ୧

ନବ ରାତ୍ରୀ - ୧

1 min
148



ଶରଦର ସୁନିର୍ମଳ ସୁଶୁଭ୍ର ଅବନୀ

ମହୋତ୍ସବ ମୟ ହୁଏ ତବ ଅଗମନୀ ।

ନମସ୍ତେ ନମସ୍ତେ ଆଗୋ ମହିଶ ମର୍ଦ୍ଧିନୀ 

ନବ ରାତ୍ରୀ ମଉଛବେ ପୂଜା ଥାଅ ଘେନି ।

ତୁମେ ଆଗୋ ଆଦିମ।ତା କାତ୍ୟାୟନୀ

ଭକ୍ତି ପୂତ ନମସ୍କାର ଜଣାଏ ଗୋ ଘେନି ।

ଶୁଭାଶିଷ ଧାରା ଢାଳି ଦିଅ ମୋ ହୃଦୟେ

 ସନ୍ତୋଷ ପ୍ରଶାନ୍ତି ବର୍ଷି ଯାଅ ମଗୋ ବାରେ ।

ଶାନ୍ତି , ପ୍ରୀତି, ସଦ୍ଭାବନା , ମୈତ୍ରୀର ପରବ 

ମୁକ୍ତି ପ୍ରଦ।ୟିନୀ ମାତ, କର ସର୍ବ ଶୁଭ ।


Rate this content
Log in

Similar oriya poem from Abstract