Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract

3  

Debaki Behera

Abstract

ଲୁହ

ଲୁହ

1 min
271



ଦୁଇ ଆଖିତ ଲୁହର ଘର

ନିଦ ପାଇଁକି ନାହିଁ ଯେ ସ୍ଥର 

ସପନ ନାହିଁ ଆଖିରେ ତାର 

ଲୁହ କରିଛି ପା ଆଖିରେ ଘର l

ରାତ୍ରିର ନିର୍ଜନତାରେ ପରା

ଆସେନି କେବେ ନିଦ ଅସରା

ତା ପାଇଁ କି ସ୍ବପ୍ନ ଅଧୁରା

ଆଖିରେ ଭରା ଲୁହ ପସରା l

ଦୁଇ ନୟନେ ଢଳ ଢଳଇ

ଲୁହ ର ଢେଉ କଳ କଳଇ

ପ୍ରେମରେ ତାର ସବୁ ନିଆରା

ଆଖିରେ ଭରା ଲୁହ ପସରା l

ତାରି ଛବି ଆଖି ଆଗରେ

ନାଚି ଉଠଇ ଯେବେ ତ ଧୀରେ

ନୟନୁ ଝରି ପଡଇ ପରା

ଆଖିରେ ଭରା ଲୁହ ପସରା l

ଜହ୍ନ ତାରାର ଜୋଛନା ତଳେ

ବସି ଗପୁଥିଲେ ସ୍ବପ୍ନ ବିହ୍ୱଳେ

ହୋଇଯାଏ ମନ ଏବେ ଅଧୀରା

ଆଖିରେ ଭରା ଲୁହ ପସରା l

ହାଲକା ହୋଇଯାଏ ଟି ମନ

ଲୁହ ବୋହିକରେ ସବୁ ମୋଚନ

ରାତ୍ରି ଟି ମୋହର ନରୁହେ ସ୍ଥିରା

ଆଖିରେ ଭରା ଲୁହ ପସରା l



Rate this content
Log in

Similar oriya poem from Abstract