STORYMIRROR

Liza Senapati

Abstract

3  

Liza Senapati

Abstract

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
248

ଅଧାରେ ମୋ ହାତ,

ଛାଡ଼ି ଚାଲିଗଲୁ,

କିଏ ଡାକିଥିଲା,

ମୋ ଲେଖାର ପ୍ରେରଣା ହେଲୁ।

ମତେ କାଇଁ ତୁ ଭଲପାଇଲୁ,

କିଏ କହିଥିଲା,

ଆପଣାର ପରିଚୟ ଦେବାପାଇଁ।

ବେସାହାରା ଆଜିମୁଁ ତୋ ବିନା,

ମାନିବାକୁ ନିଜେ ପ୍ରସ୍ତୁତ ନୁହେଁ।

ତୋ ପାଇଁ ଲେଖିଥିବା କବିତା,

ମତେ କବି ହେବାର ସ୍ୱପ୍ନ ଦେଖାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract