STORYMIRROR

Liza Senapati

Abstract

3  

Liza Senapati

Abstract

ବାଟ

ବାଟ

1 min
158


କିଛି ବାଟ ଫୁଲ

କିଛି ବାଟ କଣ୍ଟା

କେତେ ବା ଚାଲିବି ମୁଁ,

ପଡିଲିଣି ଥକି

ଅସଜଡା ଏ ଜୀବନ

କେତେ ଆଉ ସଜାଡି ବି ମୁଁ।



Rate this content
Log in

Similar oriya poem from Abstract