STORYMIRROR

Liza Senapati

Abstract

3  

Liza Senapati

Abstract

ଜୀବନ

ଜୀବନ

1 min
158


ଛୋଟ ମୋର ଏଇ ଜୀବନ

ଲୁହରେ ଖେଳୁଚି ସପନ,

ଚେନାଏ ହସ ପାଇଁ

ନିତି ବୋହୁଚି

ଭରଣ ଭରଣ ଦୁଃଖ ମୁଁ,

ଦେଇଚାଲିଚି କେତେ ପରିକ୍ଷା

ବିନା ଶବ୍ଦରେ

ମୁଁ ସହିଚାଲିଚି ଯନ୍ତ୍ରଣା।


Rate this content
Log in

Similar oriya poem from Abstract