STORYMIRROR

pawan Mohakul

Abstract Tragedy Inspirational

3  

pawan Mohakul

Abstract Tragedy Inspirational

ନାରୀ

ନାରୀ

1 min
368

ଜନ୍ମ ହେବା ପାଇଁ, ମାଆ ଦରକାର

ଭଉଣୀ ଦରକାର, ରାକ୍ଷୀ ପାଇଁ କି।


ଘର, ଘର ନୁହଁ, ଘରଣୀ ନଥିଲେ

ସବୁଠି ଅଲୋଡ଼ା, କନ୍ୟା ଜାତି କି ।


ଝିଅ ଟିଏ ହେଲେ, ଘରେ ଲକ୍ଷ୍ମୀ ଆସେ

ନ ବୁଝି ସବୁ, ପୁଅ ଚାହାନ୍ତି ।


ଝିଅ ଜାତି ଯଦି, ଲୋପ ପାଇଯିବ

ସଂସାର ଗଢା, ହେବ କେମିତି ।


କନ୍ୟା ଜାତି ଅମୂଲ୍ୟ ରତନ

କେବେ ବି ତାଙ୍କୁ କଷ୍ଟ ନ ଦେବ ।


କନ୍ୟା ଜାତି ଲୋପ ପାଇଗଲେ

ମଣିଷ ଜାତି ଲୋପ ହେବ ।



Rate this content
Log in

Similar oriya poem from Abstract