STORYMIRROR

CHARUBALA PADHI

Romance

2  

CHARUBALA PADHI

Romance

ନା କହିହୁଏ ନା ସହିହୁଏ

ନା କହିହୁଏ ନା ସହିହୁଏ

1 min
201

ଜୀବନର ଛକିଶୂନ ଖେଳ ଭିତରେ

ଅତୀତ ସ୍ମୃତିକୁ ରୋମନ୍ଥ କରୁକରୁ

ବୁଢିଆଣୀ ସୂତ୍ରେ ଛନ୍ଦି ହୋଇଯାଏ,

ନିବୁଜ୍ କୋଠରୀର ଡାଏରୀରେ

କବର୍ ଦେବାର ପ୍ରଚେଷ୍ଟାରେ

କେବେ ହସି ପକାଏ ତ କେବେ କାନ୍ଦି ପକାଏ

କିନ୍ତୁ ନା କହି ହୁଏ ସେ ସ୍ମୃତିବୋଳା ନିର୍ଜନ ରାତ୍ରିର ଗାଥା

ନା ସହି ହୁଏ ସେ ଅବଶୋଷଭରା ଦରଦ ହୃଦୟର ବ୍ୟଥା

ଖାଲିଯାହା ବାସ୍ତବତା ଛାତିରେ ଗୁମୁରି ଗୁମୁରି,

କୋହ ଲୁହ ହୋଇ ବହିଯାଏ,

ଆଉ ତକିଆର ଫାଳେ ଭିଜୁଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance