STORYMIRROR

CHARUBALA PADHI

Inspirational Children

2  

CHARUBALA PADHI

Inspirational Children

ବାପା

ବାପା

1 min
117


ତମାମ୍ ଜୀବନ

ସଂସାର ବୋଝକୁ ପିଠିରେ ବୋହି

ସଳଖି ଚାଲୁଥିବା ମଣିଷଟେ “ବାପା”।


ନିଜ ରକ୍ତକୁ ପାଣି କରି ସନ୍ତାନ ଦେହରେ

ରକ୍ତ ସଞ୍ଚାରୁଥିବା ମଣିଷଟେ “ବାପା”।


ନିଜ ସ୍ବପ୍ନକୁ ପାହାଚ କରି ସନ୍ତାନକୁ

ଆକାଶ ଛୁଏଁଇବାର କାନ୍ଧଟେ “ବାପା”।

ତାଗିଦ୍ ପଛର ନରମ ହୃଦୟଟେ “ବାପା”।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational