STORYMIRROR

CHARUBALA PADHI

Inspirational Children

3  

CHARUBALA PADHI

Inspirational Children

ବାପା

ବାପା

1 min
192

ମୁଁ ଧୂଳି ସେ ମୋ ଧରା

ମୁଁ ଛାଇ ସେ ଖରା ।


ମୁଁ ପଥିକ ସେ ମୋ ରାସ୍ତା

ମୁଁ ପକ୍ଷୀ ସେ ମୋ ବସା ।


ମୁଁ ଅକ୍ଷର ସେ ମୋ ଭାଷା।

ମୁଁ ଆଖି ସେ ମୋ ଦିଶା ।


ମୁଁ ଚିଠି ସେ ମୋ ପରିଚୟ

ମୁଁ ତୃଷ୍ଣା ସେ ମୋ ଜଳାଶୟ।


ସେ ବାପା ମୁଁ ତାଙ୍କ ଝିଅ

ହେଲେ ତାଙ୍କ ଅବୁଝା ବେଳେ

ମୁଁ ମାଆ ସେ ମୋ ପୁଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational