STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ନା ଅଛି ସୁର

ନା ଅଛି ସୁର

1 min
173

ନା ଅଛି ତାଳ, ଲୟ କି ସୁର, 

ତଥାପି ଲାଗେ କେତେ ମଧୁର, 

ଶବ୍ଦ ସେଇ ଝିପିଝିପି ବସଷାର , 

ଉନ୍ମାଦନା ଜାଗ୍ରତ କରେ ମନର। 


ନିଦ୍ରାକୁ କରେ ଯେବେ ଆଲିନ୍ଗନ,

ସବୁ ଦୁଖ ଭୁଲିଯାଏ ଏ ମନ, 

ଦେଖେ ମୁଁ ଯେ କେତେ ସପନ, 

ମନ ମରିଗଲା ପରେ ସବୁ ଲାଗି ହୀନ। 


ଫୁଲକୁ ଦେଖିଲେ ଝରୁଛି ଲୁହ, 

ମନରେଭରିଛି କେତେ ଯେ କୋହ, 

କାହାକୁ କହିବି ମୋର ମନକଥା କୁହ, 

ମନରେ ନାହିଁ ଆଉ କିଛି ଭୟ। 


ମନ ମଣିଷ ଠାରୁ ଗଲି ଦୂରେଇ, 

ଆଉ କାହାକୁ ମୁଁ ବିଶ୍ବାସ କରି ନ ପାରଇ,

ମ୍ରୁତ୍ୟୁ କି ନବାକୁ ଚାହେଁ ଆପଣେଇ, 

ଏ ମ୍ରୁତ୍ୟୁ ମତେ ନେଇଯା ଛାଡି ଏଇ ବିହି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy