STORYMIRROR

Prashanta Kumar Sahu

Tragedy

4  

Prashanta Kumar Sahu

Tragedy

କିଛି ଆଶା

କିଛି ଆଶା

1 min
286


କିଛି ଆଶା,

 ଲୁଚିଯାଏ ସ୍ୱପ୍ନ କୁହୁଡିରେ

କିଛି ଆଶା,

 ଭାସିଯାଏ ଆଖିର ଲୁହରେ

କିଛି ଆଶା,

ଆଣିଦିଏ ମନରେ ପୁଲକ

କିଛି ଆଶା,

ଦେଇଥାଏ ଅଭୁଲା ସନ୍ତକ

କିଛି ଆଶା,

କାହା ପାଇଁ ଜୀବନ ଆଲୋକ

କିଛି ଆଶା,

କାହା ପାଇଁ ଅଙ୍ଗେ ଲିଭା ଦୁଃଖ

କିଛି ଆଶା, 

ମାଟିରେ ଯାଏ ମିଶି

କିଛି ଆଶା,

 ଆଣି ଦିଏ ଲୁହ ଭରା ଖୁସି

ଆଉ କିଛି ଆଶା, 

ରହିଯାଏ ଆଶା,ରେ ।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy