STORYMIRROR

Prashanta Kumar Sahu

Abstract

2  

Prashanta Kumar Sahu

Abstract

ଆଉ ପାରୁନି

ଆଉ ପାରୁନି

1 min
81

ଆଉ ସହି ହଉନି ଦୁଃଖ

 ସତ କହୁଛି 

ଆଉ କିଛି ଭଲ ଲାଗୁନି

 କାହିଁକି କେଜାଣି 

ଏକ ଅଜଣା ଭୟରେ ଜର୍ଜରିତ ଏ ମନ

 ଆଉ ଶୂନଶାନ ଏ ଜୀବନ

ନା କାହାକୁ କହି ହଉଛି

ନା କିଛି ସହି ହଉଛି 

ଲାଗୁଛି ଯେମିତି

ଆଉ ବଞ୍ଚିବିନି


ଆଉ ପାରୁନି

ମିଛ ଅଭିନୟ କରି କରି

ନିଜକୁ ହରାଇ ସାରିଛି

ସତରେ 

ଆଉ ପାରୁନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract