Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashanta Kumar Sahu

Abstract

2  

Prashanta Kumar Sahu

Abstract

ବଡ ଅବୁଝା ଏ ମନ

ବଡ ଅବୁଝା ଏ ମନ

1 min
2.8K


    

ଶୂନ୍ୟତାରେ 

ପରିପୂର୍ଣତାର ପରିପ୍ରକାଶ....

ସ୍ୱାର୍ଥପର ଦୁନିଆରେ 

ଆତ୍ମିୟତାର ମୋହ............

ମରିଚୀକା ମରୁବାଲିରେ

ଆଶାର କିରଣ.........

ସୁଖ ଦୁଃଖର  

ମିଛ ମାୟାରେ 

ପରିକଳ୍ପିତ ଚିରସ୍ଥାୟୀ ଜୀବନ.......

ପ୍ରତୀୟମାନ 

ସମ୍ମୋହିତ ଦର୍ଶନରେ

ଆତ୍ମ ତୃପ୍ତିର ଅନୁଚିନ୍ତନ

ସତରେ

ବଡ ଅବୁଝା ଏ ମନ....


Rate this content
Log in

Similar oriya poem from Abstract