STORYMIRROR

Prashanta Kumar Sahu

Romance

3  

Prashanta Kumar Sahu

Romance

ଅତି ଆପଣାର

ଅତି ଆପଣାର

1 min
310

ଚାହୁଁ ଚାହୁଁ ଅଜଣା ମଣିଷଟିଏ 

ହୋଇଗଲେ ଅତି ଆପଣାର

ସେ ଦିନର ସେହି ବନ୍ଧୁତ୍ୱ 

ହୁଏତ ଜନ୍ମ ଜନ୍ମର

ସମୟର ସ୍ରୋତରେ

ଦୁହେଁ ଭିନ୍ନ ପଥର ପଥିକ

ହୁଏତ 

ଭିନ୍ନ ଏ ଶରୀର

ଭିନ୍ନ ଏ ମନ

ହେଲେ ମୁଁ ବୁଝିଛି

ହୁଅଇ ଯେବେ 

ଦୁଇ ଆତ୍ମାର ମିଳନ

ଲାଗନ୍ତି ସେ

ଅତି ଆପଣାର

ଲାଗନ୍ତି ସେ

ଅତି ଆପଣାର...............


Rate this content
Log in

Similar oriya poem from Romance