STORYMIRROR

Prashanta Kumar Sahu

Abstract

3  

Prashanta Kumar Sahu

Abstract

କେତେ ଅଭିମାନ କରୁଛ ଯେ

କେତେ ଅଭିମାନ କରୁଛ ଯେ

1 min
252

କେତେ ଅଭିମାନ କରୁଛ ଯେ

ମୋ କଥା 

 କଣ ତମର

ଜମା ମନେ ପଡୁନି

ଆସିବ ବୋଲି କହି 

ଯାଇଛ ଯେ ଯାଇଛ

ଆଉ କଣ ବାଟ ପାଉନ

କେତେ ଅଭିମାନ କରୁଛ ଯେ

ଏତେ ଦିନ ହେଲା

ନା ଫୋନ କରୁଛ

ନା ଫୋନ ଉଠାଉଛ

କଣ ଜିଓ ଠାରୁ

ଧୋକା ଖାଇଛ କି!

କେତେ ଅଭିମାନ କରୁଛ ଯେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract