STORYMIRROR

Gunanidhi Samal

Tragedy

4  

Gunanidhi Samal

Tragedy

ମୁଁ' ଆଉ ଫେରିବିନି

ମୁଁ' ଆଉ ଫେରିବିନି

1 min
427

ମୁଁ" ଆଉ ଫେରିବିନି

ଫେରିବିନି ତୁମ ପାଶେ

ଦେବାକୁ ଏ'ମନ,

ଯେମିତିକା ଫେରିଥିଲା

ଅଫେରା ଫଗୁଣ ଅବା

ଲୁହର ଶ୍ରାବଣ ।

ମୁଁ" ଆଉ ଫେରିବିନି

ତୁମ ଅଗଣାକୁ,

ଜାଳିବାକୁ ସଂଜବତୀ

ତୁମଘର ଚଉରା ମୂଳରେ,

ହାତେ ଓଢଣୀ ଟାଣି

ବସିବିନି ନୂଆବୋହୁ ସାଜି,

ତୁମଘର ଅନ୍ଧାରୀ କୋଣରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy