STORYMIRROR

Akshaya kumar Rout

Romance Tragedy

4  

Akshaya kumar Rout

Romance Tragedy

ବେଦନା

ବେଦନା

1 min
331

ତୁମେ ଗଲା ପରେ ଶୁନ ସାନ ଲାଗେ

ଗାଆଁ ଦାଣ୍ଡ ନଦୀ ତୁଠ

ବିରହ ଜ୍ଵଳାରେ ବିବର୍ଣ ଦିଶଇ

ତୁଠ ପଥର ର ବେଶ

ତୁମରି ପରଶ ପାଇବାର ଲାଗି

ହୃଦୟରେ ଧରି ଆଶା

ଚାତକ ପରି ସେ ଚାହିଁ ରହିଅଛି

ପାଇବାକୁ ତୁମ ସ୍ପର୍ଶ ।


ବାଟ ହୁଡି ତୁମେ ଚାଲିଗଲ ପ୍ରିୟା

ପଛକୁ ଚାହିଁଲ ନାହିଁ

କଥା ଥିଲା ଆମ ଯେତେ ଯାହା ହେଉ

ମିଳିବା ଶେଷରେ ଯାଇ

ଆଖି ଲୁହ ସୁଖୀ ଆଖିରେ ମରିଲା

ବେଦନା ଚିରିଲା ହିଆ

ମରିବି ପାରୁନି ଜିଇଁ ବି ପାରୁନି

ତୁମ ସ୍ମୃତି ଲଗାଇଛି , ମୋ ହୃଦୟେ ନିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance