STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ମୁଁ ତୁମକୁ ବୁଝିପାରିଲିନି!

ମୁଁ ତୁମକୁ ବୁଝିପାରିଲିନି!

1 min
18


ମୋ ଜୀବନ ଏମିତି ମୋଡ ନେଲା 

ଯାହା ମୁଁ କଳ୍ପନା କରିନଥିଲି 

ମୁଁ ଆଜି ବିଶ୍ୱାସ କରିପାରୁନି 

କଣ ସବୁ ଘଟିଚାଲିଛି 

ଏହା ମୋ ଜୀବନ ର ଦୁଃଖପୁର୍ଣ ଅଧ୍ୟାୟ 

ମୋର ହୃଦୟ ଓ ଆତ୍ମା ତ ଦେଇଛି 

ତଥାପି ଏ ଅବୁଝା ବୁଝିପାରିନି 

ମୁଁ ଜାଣିନି ଭୁଲ କୋଉଠି 

କାହିଁକି ମୁଁ ତୁମ ମୂଲ୍ୟ ବୁଝିପାରୁନି 

ଆଉ ତୁମ ଦୁଃଖ ସେଇ ଲୋତକ ଭରା ଆଖି ଦୁଇଟି 

ଯେମିତି ହେଉ ଯେତେ କଣ୍ଟକିତ ପଥ ଆସୁ ମତେ ଚାଲିବାକୁ ପଡିବ ତୁମ ପାଇଁ ଜୀବନ ର ଶେଷ ଯାତ୍ରା ପର୍ଯ୍ୟନ୍ତ |




Rate this content
Log in

Similar oriya poem from Romance