Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswinee Dash

Tragedy

3  

Manaswinee Dash

Tragedy

ମୁଁ ନୁହଁ ମୁଁ

ମୁଁ ନୁହଁ ମୁଁ

1 min
120



ଆଜି ବି ଖୋଜୁଛି ମୁଁ ମୋ ପରିଚୟ, 

ମୁଁ ଏବେ ଅଛି ଯାହା ସତରେ କଣ ମୁଁ ସଇୟା, 

ମୋର ଦେହ ରେ ଅଛି ଗୋଟିଏ ଅଜଣା ବ୍ଯକ୍ତି, 

ଯିଏକି ନିଜକୁ କରିସାରିଛି ପରିବର୍ତନ, 

ଅନ୍ୟ ର ଖୁସି ପାଇଁ, 

ଜୀବନର ସବୁ ଇଚ୍ଛା କୁ ଜଳାନ୍ଜଳି ଦେଇ, 

ଦେଲେ ଅନ୍ୟ ମାନେ ତ ଖୁସି ହେଲେନି, 

ତା ନିଜର ପରିଚୟ ସେ ଖୋଜି ବୁଲଇ। 



ନିଜର ଅନିଚ୍ଛା ସତ୍ବେ କଲା ପରିବର୍ତ୍ତନ, 

ହେବା ପାଇଁ ଭଲ ଝିଅ, ଭଉଣୀ, ସ୍ତ୍ରୀ, ବୋହୁ, ମା, ଜେଜେମା

କାହିଁ କେହି ତ ଖୁସି ନାହାଁନ୍ତି, 

କାହାର ମୁହଁରେ ଥରେ 

ମୋ ମନ ମାରି ବନ୍ଚିବା ଦେଖାଯାଉନୀ, 

ସବୁ ପରେ ଜୀବନର ଆସିଲାଣି ଶେଷ ସୋପାନ, 

ମୁଁ ଖୋଜୁଛି ମୋ ପରିଚୟ, 

ଲାଗୁଛି ମୁଁ ନୁେହଁ ମୁଁ, 

ମୋର ଶରୀରକୁ ଅକ୍ତିଆର କରିଛି ଅନ୍ୟଜଣେ। 



Rate this content
Log in

Similar oriya poem from Tragedy