STORYMIRROR

Chandrakanta Nayak

Tragedy

3  

Chandrakanta Nayak

Tragedy

ମୁଁ ଭାରି ଦୁଃଖି ମଣିଷ

ମୁଁ ଭାରି ଦୁଃଖି ମଣିଷ

1 min
361

ସାତସିଆଁ ଲୁଗା ମୋର ଲୁଚେଇ ପାରେନା ଲାଜ,

ଭଙ୍ଗା ମୋର ଚାଳ ଘରୁ ଛପର ଯାଇଛି ଉଡି ।

ତଥାପି ଦେଖୁଛି ତୋତେ ନିଜର ନିଜର ଭାବି,

ଆଜି ନ ହେଲେ ତ କାଲି ଲାଗିବ ତୋର ଦଉଡି॥

ନିଶ୍ବ ମୁଁ ହରେଇଛି ସବୁ ଥାଇ କିଛି ନାହିଁ,

କେମିତି ସେ ଦୁଃଖ ବୋଝ ବସିଲାଣି ମତେ ମାଡି

କାଲି ତୋତେ କହୁଥଲି ଆଜି ବି ମୁଁ କହୁଥବି,

ସଂସାର ତୋ ଇଶାରାରେ ବଦଳେ ଘଡିକି ଘଡି ॥.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy