Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗଣେଶ୍ୱର ବେହେରା

Fantasy

3  

ଗଣେଶ୍ୱର ବେହେରା

Fantasy

ମୃତ୍ୟୁ ର ରହସ୍ୟ

ମୃତ୍ୟୁ ର ରହସ୍ୟ

1 min
120


ଜୀବନ ଏକ ଅସମାହିତ ରହସ୍ଯ 

କେବେ କେହି ଖୋଜିଛ 

ଜୀବନ ର ପ୍ରଥମ ଷଠିଘର !


ଏ ତୁଚ୍ଛ ଶରୀର 

ପବନ ର ଆତ୍ମଚାଳିତ ଦୋଳି ଖେଳ 

ଟିକିଏ ଅଭିମାନ ରେ

ମଶାଣି ର ବିରହୀ ପାଉଁଶ।


ଜୀବନ 

ଅଲିଅଳ ଚେତନା ର ଏକ ଅଡୁଆ ଗଣିତ 

କଷୁ କଷୁ ସମୟ ସରିଯାଏ

ଅନେକ ସ୍ଵପ୍ନ ଦରସିଝା ରହିଯାଏ। 


ମୃତ୍ୟୁ ର କାରଣ

ଆଜି ବି ରହସ୍ଯ ରେ 

ବଞ୍ଚିବାର କି ଦୁର୍ବାର ଆକର୍ଷଣ ସତେ ! 


କୁହୁଳା ହୃଦୟ ରେ  

ସୃଷ୍ଟିର ଗୁଢତା କୁ  

ଭେଦିବା ର ଦୁଃସାହସ କରୁଛି

ଆଉ ଏକ ଭିନ୍ନ ପାହାନ୍ତା ଆଶାରେ


  








Rate this content
Log in

Similar oriya poem from Fantasy