STORYMIRROR

laxmipriya math class rubi

Fantasy

3  

laxmipriya math class rubi

Fantasy

ଜୀବନ ଦୋଛକିରେ

ଜୀବନ ଦୋଛକିରେ

1 min
223

ଅସହାୟ ବୈଶାଖ ଜାଞ୍ଜି !

ପୋଡ଼ିିଦିଏ , ଜାଳିିିିଦିଏ ଜୀବନକୁ

ମୁଁଁ ଦୌଡେ ! ତଥାପି ଦୌଡେ ,

ପଥକ୍ଲାନ୍ତ ହୋଇ ଶାନ୍ତି ଖୋଜେ 

ସମୟର ଅନୁକୂଳରେ ,

ଲମ୍ବା ଚଉଡ଼ା ବରଗଛ ଆଲିଙ୍ଗନ ପାଇଁ ହାତ ମେଲାଏ ।

ମୋର ତ କ୍ଳାନ୍ତ ଶରୀର 

ଶୋଇପଡେ ଟିକେ ତା କୋମଳ ସ୍ପର୍ଶ ପାଇ ।

ମଳୟ ଏ କି ଶୀତଳତା ଢାଳେ ,

ମୁଁଁ ତ ହଜିଯାଏ ବରଗଛ ତଳେ ।

ସ୍ବପ୍ନ ଦେଖେ ଅନେକ ,

ନିଦ ଭାଙ୍ଗିଗଲା ପରେ 

ସବୁୁ କିଛିି ଅନ୍ଧକାରମୟ ।

ମୁଁଁ ପୁନଶ୍ଚ  ଦୌଡେ ଏବଂ ଦୌଡେ

ଆଲୋକର ସନ୍ଧାନ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy