ନିଆଁ
ନିଆଁ
1 min
226
ଜଳିଗଲା ଜଲିଗଲା ଚିତ୍କାର
ସହସ୍ରlଶୀର ରାବଣ ବିିିିିି ଆଜି ପଙ୍ଗୁ
ଲଙ୍କାରେ ଲାଗିଛି ନିିିଆଁ
ଓଃ ! କି ଭୟଙ୍କର ଏ ଧାସ
ଲକ୍ଷ ଲକ୍ଷ ଦମକଳ ଗାଡ଼ି
ଆଜି ସବୁ ଅକାମୀ
ଏଇ ବୋଧେ ଶେଷ
ବିିନାଶର ପରାକାଷ୍ଠା ଖୁୁବ୍ ଗଭୀର
ଚାରିଆଡେ ହାହାକାର, କରାଳରଡ଼ି
ଶ୍ୱାସରୁଦ୍ଧ ଲଙ୍କlର ଅଧିବାସୀ
ଏଇ ତ, ନିଃଶ୍ୱାସ ଛାଡ଼ି଼ି଼ି଼ବାର ବେଳ
ଶ୍ମଶାନରେ ଗଦା ଗଦା ହାଡ଼ ।
