STORYMIRROR

laxmipriya math class rubi

Tragedy

2  

laxmipriya math class rubi

Tragedy

ବାରନାରୀ

ବାରନାରୀ

1 min
105

ନିର୍ଜନ ସ୍ଥାନରେ ବଳାତ୍କାର କଲ ,

ଜନlକୀର୍ଣ୍ଣ ପଥ ନ ଛାଡ଼ିଲ ।

ଅନ୍ଧାର ରାତିରେ ଭିଣୀ ଦେଇଗଲ,

ଦିନରେ ଟିିକେ ବି ନ ଡରିଲ ।

ବୟସ ହିସାବ କିଛି ନ ଦେଖିଲ ,

ଦୈହିକ ଜ୍ୱାଳାରେ ଅନ୍ଧ ହେଇଗଲ ।

କଥାରେ କେଉଁଠି କଲ ବଳାତ୍କାର

ଚାହାଁଣୀରେ କେଉଁଠି କଲ,

ଧକ୍କାରେ କେଉଁଠି କଲ ବଳାତ୍କାର

ପ୍ରେମରେ କେଉଁଠି କଲ ।

ସଂସାର ଟା ସାରା ଛି ଛା କର

କେଉଁ ମୁହଁ ମୋର ରଖିିଲ,

ନାରୀ ନୁହେଁ ଆଜି

ବାରନାରୀ ବୋଲାଇଲ ।



Rate this content
Log in

Similar oriya poem from Tragedy