ବିବାହ
ବିବାହ
କ'ଣ !
ପୁଣି ଥରେ ସାନ୍ତ୍ୱନା ଦବାକୁ ଆସିଲ ।
ଜବରଦସ୍ତି ଇଚ୍ଛା ବିରୋଧରେ ,
କଣ୍ଟାର ପାଚେରୀ ଘେରେଇ ଦେଲାପରେ
ରଙ୍ଗିନ ଲିଚୁମାଳରେ ସଜେଇଦେଲl ପରେ
ଆଉ କି ପ୍ରହସନ ବାକିି ରହିଲା,
କେବଳ ତ ଅପେକ୍ଷା ପୋଡ଼ା ମାଂସର ଗନ୍ଧ ସୁୁଙ୍ଘିବା ।
ମୁକ୍ତ ଏବେ , ତୁମେ
ଆସ ନାହିଁ ,ଆସ ନାହିଁ
ଚାଲିଯାଅ , ଚାଲିଯାଅ
ମୃତ୍ୟୁ ତ ସୁନିଶ୍ଚିନ୍ତ !
