STORYMIRROR

laxmipriya math class rubi

Others

3  

laxmipriya math class rubi

Others

କୀଟପତଙ୍ଗ

କୀଟପତଙ୍ଗ

1 min
210

ଷଡଯନ୍ତ୍ର ଚାଲିଛି,

ତୋ ପଛରେ,ମୋ ପଛରେ,ଆମ ସମସ୍ତଙ୍କ ପଛରେ

ନିପାତ କରିଦେବାର ଷଡଯନ୍ତ୍ର ନୁହେଁ

ମାଦଳ କରିଦେବାର ଷଡଯନ୍ତ୍ର ।

ଶୁଣିଛି ମଣିଷ ଚକ୍ରାନ୍ତ କରୁଛିି !

 ଏ କୃତ୍ରିମ ସହରରେ ଆମେ କୁଆଡେ ସବୁ ଅଳିଆ

ସେଥିପାଇଁ ସ୍ପ୍ରେ ମାରି ଆମକୁ ସଫା କରୁଛନ୍ତି

ଗୁଣ୍ଡୁଚିମୂଷା ବି ରାମଙ୍କର ସାହାଯ୍ୟରେ ଆସିଥିଲା

ଆମେ ଏଡେ ଅପଦାର୍ଥ !

ସମୟ ଆଜି ଆମର ପ୍ରତିକୂଳ,

କାଳର ଜୁଆରରେ ସମସ୍ତେ ପହଁରିବେ

ଛଟପଟ ତ ସୁନିଶ୍ଚିତ ।



Rate this content
Log in