ପ୍ରେମିକା
ପ୍ରେମିକା
1 min
214
ଇଏ କ'ଣ ଥକିଗଲ ,
ପ୍ରେମର ସାଗରରେ ଜୁୁୁୁଆରଟେ ଉଠୁ ଉଠୁ
ତୁମ ମନ ବୁଝିଗଲା ବୋଧହୁଏ
ତୁମେ ଯେବେ ପ୍ରେମ କରି ଥକିିଯାଅ
ମୋ ପ୍ରେମର ଅୟମାରମ୍ଭ ହୁଏ ସେଇଠୁ
ବୁଝେଇବା ଆଗରୁ ତୁମେ ମତେ କଣ ଜାଣେନା
ଫୋନ କଲେ ତୁମ ନମ୍ବର ବାରମ୍ବାର ବ୍ୟସ୍ତ
ବାସ, ଏଇତ ଶେଷ ଉପାୟ
ସବୁ କିଛି ଭୁଲିଯିବା ପାଇଁ ।
