STORYMIRROR

Sandhya Rani Panigrahy

Fantasy

4  

Sandhya Rani Panigrahy

Fantasy

ସନ୍ଧ୍ୟାର ଶୀତ

ସନ୍ଧ୍ୟାର ଶୀତ

1 min
412

ଶୀତୁଆ ସନ୍ଧ୍ୟା ମୁଁ ଗୋଟିଏ ପଣରେ

ଫେରିଛି ଫଗୁଣ ଚାଦର ଓଢ଼ଣାରେ

କୁହୁଡି ସଜାଇ ଅନ୍ଧକାରର

ଦିନେ ଦିନେ ଖୋଜୁଛି ନିଜକୁ ମୋର

ଡେରି କରୁଛି ସୂର୍ଯ୍ୟର ଶିଖରରେ,

ପହଞ୍ଚି ପାରୁନି ସେ ସତରେ ସମୟରେ

ଡେରି ହେଉଛି ଆଧା ରାସ୍ତାରେ

ଅତିକ୍ରମ କରିନି ତା ବାଟ ବଜାରରେ

ଅଝଟ ଅଟକି ଯାଉଛି କାହା ଇସାରରେ

ଭୂଲିଯାଇଛି ସେ ସତରେ ଭଲପାଏ କତିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy