Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Fantasy

3  

Ghanashyam Biswal

Fantasy

ଅଦିନିଆ ଝଡ଼

ଅଦିନିଆ ଝଡ଼

1 min
458


ଅଦିନିଆ ଝଡ଼ ଆସେ

ଅକସ୍ମାତ

ବିନା ନିମନ୍ତ୍ରଣରେ

ବିନା ସତର୍କବାଣୀରେ

ବଡ଼ ବେଦରଦୀ ସିଏ ବାବୁ

ନିମିଷକେ ଜାଳିଦିଏ

ସରଗପୁର,

ପାଉଁଶ କରେ

ସୁନା ସଂସାର

ଅବିଳମ୍ବେ ଛୀନଛତର ହୁଏ

ରାଜ ନଅର ।

ଆଉ,

ବୁଢ଼ା ଶଙ୍ଖାରୀର ଝାଟିମାଟିର

କୁଡ଼ିଆଘର

ଛଡେଇନିଏ ଜବରଦସ୍ତି

ମାଆର ସେନେହ ମମତା

ତା ନିରୀହ ଛୁଆଠୁ

ପୁଣି,

ସାରିଦିଏ

ସାତ ଜନମର ବନ୍ଧନ

ନିଃସର୍ତ୍ତରେ

ବିନା ଦ୍ଵିଧାରେ ।



Rate this content
Log in

Similar oriya poem from Fantasy