Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Ghanashyam Biswal

Abstract Inspirational


3  

Ghanashyam Biswal

Abstract Inspirational


ମନକଥା

ମନକଥା

1 min 175 1 min 175

ମନ କଥା ତୁମେ

ଖୋଲି କୁହ ବାବୁ 

ହୃଦୟର ବ୍ୟଥା

ଖୋଲିକି କୁହ 


ଆଗରେ 

ନ କହି ପଛରେ କହିଲେ 

କେହି 

ନ ଶୁଣିବେ କି ଲାଭ ପାଇବ? 


 କାପୁରୁଷ 

 ସିନା ସ୍ୱାର୍ଥପର ସାଜି 

 ସ୍ୱାର୍ଥ 

 ପାଇଁ ବିବେକକୁ ମାରନ୍ତି 

ନିଜ ପାଇଁ ପର

ପେଟକୁ ମାରିଣ 

ନିଜ ସୁଖ 

କଥା ଚିନ୍ତା କରନ୍ତି l 


ଆଜି ଯାହା ପାଖେ 

କୁବେର ଭଣ୍ଡାର 

 କାଲି ଭିକ ମାଗେ 

ଦୁଆରେ ଯାଇ 

ଦି ଓଳି ନ ଖାଇ 

ଭୋକେ ଶୁଏ ଯିଏ 

କାଲି ରାଜ ସିଂହାସନେ ବସିବ ଯାଇ l 


 #ସିଧାକଥା


Rate this content
Log in

More oriya poem from Ghanashyam Biswal

Similar oriya poem from Abstract