Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Abstract Inspirational

3  

Ghanashyam Biswal

Abstract Inspirational

ମନକଥା

ମନକଥା

1 min
213


ମନ କଥା ତୁମେ

ଖୋଲି କୁହ ବାବୁ 

ହୃଦୟର ବ୍ୟଥା

ଖୋଲିକି କୁହ 


ଆଗରେ 

ନ କହି ପଛରେ କହିଲେ 

କେହି 

ନ ଶୁଣିବେ କି ଲାଭ ପାଇବ? 


 କାପୁରୁଷ 

 ସିନା ସ୍ୱାର୍ଥପର ସାଜି 

 ସ୍ୱାର୍ଥ 

 ପାଇଁ ବିବେକକୁ ମାରନ୍ତି 

ନିଜ ପାଇଁ ପର

ପେଟକୁ ମାରିଣ 

ନିଜ ସୁଖ 

କଥା ଚିନ୍ତା କରନ୍ତି l 


ଆଜି ଯାହା ପାଖେ 

କୁବେର ଭଣ୍ଡାର 

 କାଲି ଭିକ ମାଗେ 

ଦୁଆରେ ଯାଇ 

ଦି ଓଳି ନ ଖାଇ 

ଭୋକେ ଶୁଏ ଯିଏ 

କାଲି ରାଜ ସିଂହାସନେ ବସିବ ଯାଇ l 


 #ସିଧାକଥା


Rate this content
Log in

Similar oriya poem from Abstract