ମନକଥା
ମନକଥା
ଜୀବନରେ ବେଳେବେଳେ
ଭୁଲ ହୋଇଯାଏ
ଅଜାଣତେ କେତେ
କଥା ପୁଣି ଘଟି
ଯାଏ ।
ସ୍ମୃତି ହୁଏ ଅପାସୋରା
ଦିନ ସରିଯାଏ
ଅତୀତ
ଘଟଣା
ସବୁ ଛାତି ତଳେ ରୁହେ ।
ଇଚ୍ଛା ହୁଏ
ଫେରିଯା'ନ୍ତି
ଅତୀତକୁ ମୋର
ସୁଧାରି ଦିଅନ୍ତି ଯେତେ ପାପ ଅଛି ମୋର ।
ଭାଙ୍ଗି ଥିବା
ସପନକୁ
ସଜଡ଼ନ୍ତି ନୂଆକରି
ଆଉଥରେ
ଜୀବନକୁ
ଜିଅନ୍ତି
ମନଭରି ।
# ସିଧାକଥା