STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ମୋ ସପନ

ମୋ ସପନ

1 min
225

ମନେ ମୋର ଦେଖିଅଛି 

କେତେ 

ନୂଆ ସପନ 

କିଏ ଜାଣେ

କେବେ 

ସତ ହେବ କେଉଁ ଦିନ l


ନୂଆ କରି ପୃଥିବୀଟେ 

ଗଢ଼ି 

ମୁଁ ତୋଳନ୍ତି 

ଛୋଟ ବଡ଼ ଜାତି ଗୋତ୍ର 

କିଛି ନ ରଖନ୍ତି l 


ସତ୍ୟ, ଶାନ୍ତି, ଦୟା, 

କ୍ଷମା ସଭିଏଁ ଆଦରି 

ବିପଦେ ସହାୟ 

ହେବେ 

ସଭିଙ୍କୁ ନିଜ ଭାବି କରି l 


କାମ, 

କ୍ରୋଧ, ଲୋଭ, ମୋହ ରହିବନି ଆଉ 

ଏତିକି ପ୍ରାର୍ଥନା ମୋର 

ମୋ ସୁନା ସପନ ସତ ହେଉ l 


Rate this content
Log in

Similar oriya poem from Inspirational