STORYMIRROR

Ghanashyam Biswal

Others

3  

Ghanashyam Biswal

Others

ସନ୍ଦେହ

ସନ୍ଦେହ

1 min
241

ସନ୍ଦେହ

ବିନା ନିଆଁ ଓ ତାତିରେ ବି

ଜାଳିଦେଇ ପାରେ ମନ ଓ ଦେହ

ବିନା ଦୋଷରେ ବି

ନିରୀହ ଝୁଲେ ଫାଶୀରେ

ଆଉ,

ସୁନା ସମ୍ପର୍କ ଜଳିପୋଡ଼ି ପାଉଁଶ ହୁଏ ଅଚିରେ

ଅଦିନେ

ବିନା ମେଘରେ ବି ମାଡ଼ି ଆସେ ଅଶାନ୍ତ, ଅସହ୍ୟ ଝଡ଼

ବଜ୍ର ହୋଇ

ଦିଏ ଆଘାତ ନିରୀହ ହୃଦୟକୁ

ଅଜାଣତେ ଦେହରୁ ଛାଡ଼େ ପରାଣ

ଚୂନା ହୁଏ ସବୁ ସୁନା ସପନ

ଆଉ,

ଯାଯାବର ହୁଏ ସଜଡ଼ା ଜୀବନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍