Manash ranjan Pattanayak
Fantasy
ଦିନେ ଆସିଥିଲା ପ୍ରେମିକା ସାଜିଲା
ଝଟକିଲା ମୋ ନଅର ।।
ଛାଡି ଚାଲିଗଲା ମତେ ସେ ଭୁଲିଲା
କିଏ ସାହା ଆଉ ମୋର।।
ଗଢିଥିଲି ମୁହିଁ ତା ପାଇଁ ଉଆସ
ରାଜଯେମା ସିଏ ଥିଲା ।।
ଅଧା ବାଟେ ରହି କରି ଅବିଶ୍ବାସ
ମୋ ପ୍ରେମକୁ ଜାଳିଦେଲା ।।
ବାଈ ମଣିଷ
ରାଜ ଜେମା
ଝଟକିଲା
ଅଭୁଲା ସ୍ମୃତି
ପ୍ରସ୍ଥାବ
ଅପରୂପା
ଯାବୁଡି
ସିନ୍ଦୂର
ଶେଷ ନିଦ୍ରା
ପ୍ରେମର ଝର
ବିଵାହ ଅଟେ ଯେ ଏକ ପଵିତ୍ର ବନ୍ଧନ ପ୍ରେମ ସମର୍ପଣ ର ବ୍ରତ ସ୍ନେହ, ମମତା ର ପଣତ କାନିରେ ଵାନ୍ଧି ହେଵ ବିଵାହ ଅଟେ ଯେ ଏକ ପଵିତ୍ର ବନ୍ଧନ ପ୍ରେମ ସମର୍ପଣ ର ବ୍ରତ ସ୍ନେହ, ମମତା ର ପଣତ କାନିରେ ...
ତୋଫାନ ର ରୂପ ନେଇ ଆସିଯିବା ପରେ, ପଶିଯାଇ ପ୍ରଶ୍ବାସ ରୂପରେ, ବସିଗଲ ହୃଦ କନ୍ଦରର କେଉଁ ନିବୃତ କ ତୋଫାନ ର ରୂପ ନେଇ ଆସିଯିବା ପରେ, ପଶିଯାଇ ପ୍ରଶ୍ବାସ ରୂପରେ, ବସିଗଲ ହୃଦ କନ୍ଦରର ...
ଯେତେ ମୁଁ ଖାଇଲେ କହଇ ସିଏତ ଖାଉ ନାହିଁ କିିିରେ ଧନରେ । ଖାଇଦେ ଧନରେ ସରାଗରେ କହି ନିଜ ହାତେ ଖୋଇ ଦ ଯେତେ ମୁଁ ଖାଇଲେ କହଇ ସିଏତ ଖାଉ ନାହିଁ କିିିରେ ଧନରେ । ଖାଇଦେ ଧନରେ ସରାଗରେ କହି ନ...
ନିରୀହତାର କଅଁଳ ଆଖି ମଣିଷଆଡେ ଚାହିଁ, କହୁଛି ମୋତେ ନିଜରକଲେ ଯିବି ତୁମର ହୋଇ | ସାଥୀ ପାଖରେ ମମତା ଦ ନିରୀହତାର କଅଁଳ ଆଖି ମଣିଷଆଡେ ଚାହିଁ, କହୁଛି ମୋତେ ନିଜରକଲେ ଯିବି ତୁମର ହୋଇ | ସାଥୀ ପ...
ପଦ୍ମପତ୍ରେ ଯେହ୍ନେ ଜଳ ବିନ୍ଦୁଟିଏ ସେହିପରି ତାର ମନୋଭାବ କରେନା କା ସଙ୍ଗେ ତୁଲ୍ୟ ମୁଲ୍ଯ କିଛି ରହି ପଦ୍ମପତ୍ରେ ଯେହ୍ନେ ଜଳ ବିନ୍ଦୁଟିଏ ସେହିପରି ତାର ମନୋଭାବ କରେନା କା ସଙ୍ଗେ ତୁଲ୍ୟ ମୁଲ୍...
ସଂଘର୍ଷ ଜିଇଁବାର ଏକ ପାଥେୟ, ସଂଗ୍ରାମ ବିନା ଜୀବନ ଅପ୍ରମେୟ । ତଥାପି ସଂଘର୍ଷ ସବାର ହୋଇଛି ହାର ସଂଘର୍ଷ ଜିଇଁବାର ଏକ ପାଥେୟ, ସଂଗ୍ରାମ ବିନା ଜୀବନ ଅପ୍ରମେୟ । ତଥାପି ସଂଘର୍ଷ ସ...
ଚରିତ୍ର ଗଠନ ଉତ୍ତମ ସ୍ୱଭାବ ଆଦର୍ଶ ନୈତିକ ଶିକ୍ଷା ଦୁର୍ଲଭ ସପନ ମଣିଷ ଜୀବନେ ବ୍ୟବସ୍ଥାରେ ବିଷମତା । ଚରିତ୍ର ଗଠନ ଉତ୍ତମ ସ୍ୱଭାବ ଆଦର୍ଶ ନୈତିକ ଶିକ୍ଷା ଦୁର୍ଲଭ ସପନ ମଣିଷ ଜୀବନେ ବ୍ୟବସ୍...
ଏକତା ହିଁ ବଳ ଏକତା ହିଁ ବଳ
ଚପଳତା ମୋର ଉତ୍କଣ୍ଠା ବଢାଏ, ଏ ବର୍ଷାରେ ଭିଜିବାକୁ, ହସୁଛି ଯେତିକି ଭିଜେବି ସେତିକି ତା ସାଥିରେ ମ ଚପଳତା ମୋର ଉତ୍କଣ୍ଠା ବଢାଏ, ଏ ବର୍ଷାରେ ଭିଜିବାକୁ, ହସୁଛି ଯେତିକି ଭିଜେବି ସେତିକି ...
ଘରେ ସିିିଏ ଆଲୋକ ଶିଖାଟେ ପରି ଜଳି ଜଳି ନିିିଜର ଅସ୍ତିିିତ୍ୱ ହରେଇ ଆମକୁ ସେ ଅସ୍ତିିତ୍ୱ ଦେବାରେ ଲ ଘରେ ସିିିଏ ଆଲୋକ ଶିଖାଟେ ପରି ଜଳି ଜଳି ନିିିଜର ଅସ୍ତିିିତ୍ୱ ହରେଇ ଆମକୁ ସେ ଅସ୍ତିିତ...
ଗ୍ରୀଷ୍ମ ଗ୍ରୀଷ୍ମ
ଓଡ଼ିଶା ମୋର ଜନ୍ମଭୂମି ଓଡ଼ିଶା ମୋର ଜନ୍ମଭୂମି
ମାଁ ମାଁ
ମମତାମୟୀ ଜନନୀ ମମତାମୟୀ ଜନନୀ
'ମା' 'ମା'
କୁହୁଡ଼ି କନ୍ୟା କୁହୁଡ଼ି କନ୍ୟା
ପବିତ୍ର ହୃଦୟ ପବିତ୍ର ହୃଦୟ
ମୋ ଶୁଖିଲା ହୃଦୟରେ ବର୍ଷା ଜଳ ମୋ ଶୁଖିଲା ହୃଦୟରେ ବର୍ଷା ଜଳ
ଆସେ କେତେ ଭାବନା ସତ୍ୟ, ନିତ୍ୟ, ଚିରନ୍ତନ ଯଦି ଥିବ ଆମ ମନ ବହୁ ଦୂର ଉଡି ଛୁଇଁବ ଗ ଆସେ କେତେ ଭାବନା ସତ୍ୟ, ନିତ୍ୟ, ଚିରନ୍ତନ ଯଦି ଥିବ ଆମ ମନ ବହୁ ଦୂର ଉଡି ...
ଘଡ଼ି ସନ୍ଧି ମୁହୁର୍ତ୍ତ ଘଡ଼ି ସନ୍ଧି ମୁହୁର୍ତ୍ତ