STORYMIRROR

Manash ranjan Pattanayak

Tragedy

2  

Manash ranjan Pattanayak

Tragedy

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
180

ଚାଲିଯିବି ଯେବେ ଝୁରି ହେବୁ ସେବେ

ଶୁଣିଥା ଗୋଟିଏ କଥା

ନିରେଖି ଦେଖିବେ କୋକେଇରେ ନେବେ

ପିଟିବୁ ନାହିଁ ତୁ ମଥା

ମନର କଥାକୁ ଖୋଲିବି କାହିଁକି

ବିଧାତା ମନା କରଇ

ଅଭୁଲା ସ୍ମୃତିକୁ ସଙ୍ଗତେ ନେଇକି

ଶୋଇବି ଜୁଈରେ ଯାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy