STORYMIRROR

Manash ranjan Pattanayak

Fantasy

4  

Manash ranjan Pattanayak

Fantasy

ରାଜ ଜେମା

ରାଜ ଜେମା

1 min
172


ମଳି ଛଡାଉଛି ଗାଧୁଆ ତୁଠରେ 

    ନିରିମାଖି ପ୍ରିୟତମା 

ନଦୀଟି ହସୁଛି ତାର ପଠା ଧାରେ

     ଧନ୍ୟ ହେଲି ରାଜ ଜେମା ।


ଉଆସ ପୋଖରୀ ଅଥୟ ହେଉଛି 

    କି ଦୋଷ କରିଛି ମୁହିଁ 

ଆଲୋ ସୁକୁମାରୀ ରାଣୀ ମହୁମାଛି 

    ତା ପ୍ରେମେ ପଡିବୁ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy