ଯାବୁଡି
ଯାବୁଡି
ବସିଛି ମୋ ପ୍ରିୟା ଝରଣା ପଠାରେ ଚାହିଁଛି ପ୍ରେମ ଚାହାଣୀ ,
ଖୁସି ହୋଇଯାଏ ଡାକିଦିଏ ଯେବେ ତୁ ଅଟୁ ମୋର ବାୟାଣୀ,
କୁଳୁ କୁଳୁ ହୋଇ ଯାଏ ବୋହି ବୋହି ପର୍ବତ ଶିଖରୁ ଗଡି
ଆସିଗଲେ ମୁହିଁ ଦେଲେ ତାକୁ ଚାହିଁ ଧରିବ ମତେ ଯାବୁଡି ।