STORYMIRROR

SADASIBA NAYAK

Romance

3  

SADASIBA NAYAK

Romance

ପ୍ରେମ ନାୟିକା

ପ୍ରେମ ନାୟିକା

1 min
366

ହେ ମୋ ମନର ମାନସୀ

ପ୍ରିୟତମା ରୂପସୀ


ତୁମ ପରଶ ରେ ପୁଲକିତ ଆଜି

ତୁମେ ମୋ ସ୍ବପ୍ନ ର ପ୍ରେୟସୀ


ତୁମେ ମୋ ଚପଳ ଛନ୍ଦା

ତୁମେ ମୋ ମଧୁଗନ୍ଧା


ପାଇନି କିଛି ତୁମ ଠୁ

ପାଇବା ର ଆଶା ନାହିଁ


ଆଶଙ୍କା ରେ ଅଛି ମୁହିଁ

ତୁମ ଛଡ଼ା ଆଉ ବଞ୍ଚିକି

ପାରିବି ନାହିଁ


ପର କରିବନି ହୃଦୟର ରାଣୀ

ପ୍ରିୟତମା ଅନାମିକା


ପ୍ରେମିକା ନୁହଁ ତୁ ଛାତି ର ସ୍ପନ୍ଦନ

ଯିବୁ ନାହିଁ ଦେଇ ଧୋକା

ଆଲୋ ମୋ ପ୍ରେମ ନାୟିକା।


Rate this content
Log in

Similar oriya poem from Romance